ଜାତୀୟ ଖବର ୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’ ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୭ ସଂସ୍କରଣ ପାଇଁ ଅକ୍ସନ୍ (ନିଲାମୀ) ଏଥର ଭାରତକୁ ଫେରିବାକୁ ଯାଉଛି। ଚଳିତ ବର୍ଷ ଡିସେମ୍ବରରେ ଗୋଆରେ ଏହି ମିନି…