ଅଖିମୁଠି ଅନୁକୂଳ

ରଣପୁର: ଆଜି ଓଡ଼ିଶାର ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ମାଟି ମାଆକୁ ପୂଜା କରି ଅଖିମୁଠି ଅନୁକୂଳ କରିଛି ଚଷା ପୁଅ। କ୍ଷେତରେ…