ଆଜିର ଖବର ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ: ଉଚ୍ଚ ଅଟ୍ଟାଳିକାରୁ ଖସିପଡି ହେଲା ମୃତ୍ୟୁ ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ଥ୍ରୀ ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କାମ…