ବିଶେଷ ଖବର ସରିଲା ଅଗଷ୍ଟ ଗାଇଡ ଲାଇନ, ସେପ୍ଟେମ୍ବରର ପାର୍ବଣ ଋତୁରେ ରାଜ୍ୟ ସରକାର କି ପଦକ୍ଷେପ ନେବେ ? ଭୁବନେଶ୍ବର, ଅଗଷ୍ଟ 31 ତାରିଖରେ ଶେଷ ହେଉଛି ରାଜ୍ୟ ସରକାର ଜାରୀ କରିଥିବା କରୋନା ଗାଇଡ ଲାଇନ। ଏହାପରେ ସେପ୍ଟେମ୍ବର ମାସର ନୂଆ ଗାଇଡ ଲାଇନ ଆସିବ।…