ଆଜିର ଖବର ଆଜି ଅଗଷ୍ଟ ୨୩ ତାରିଖ ମଙ୍ଗଳବାରରେ ଆଠଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କର ରହିଛି ଶୁଭ ଦୃଷ୍ଟି ମେଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା…