ଆଜିର ଖବର ସାବଧାନ: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ଅଗ୍ନି ବର୍ଷା, ଜାରୀ ହେଲା ରେଡ ସିଗନାଲ ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅର୍ଥାତ ଆକାଶରୁ ଖସିବ ଅଗ୍ନି ବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା…