ଅପରାଧ ଅଗ୍ନୀବୀର ରାଲି ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ପଟ୍ଟନର ୟେଦିପୋରା ଗ୍ରାମରେ ଆଜି ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି…