ଅଚ୍ୟୁତରାଜ ପୁର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ରବିବାର ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି।…