ଆଜିର ଖବର ଅଟୋ ଓଲଟି ଦୁଇ ମୃତ, ପନ୍ଦର ଆହତ ଉମରକୋଟ : ଅଟୋ ଓଲଟି ପଡିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି ଓଲଟିପଡିଥିଲା।…