ଆଜିର ଖବର ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ ଖୋର୍ଦ୍ଧା: ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ଏଗାର ତମ ବାର୍ଷିକ ମକର ମହୋତ୍ସବ ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ମକର ମହୋତ୍ସବ କମିଟିର…