ଆଜିର ଖବର ୫୦୦ କୋଟି ଟଙ୍କାର ଅଡିଓ କ୍ଲିପ୍ ବିବାଦ: ଇଡି ତଦନ୍ତ ଦାବି କଲେ ସଞ୍ଜୟ ରାଉତ ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ୫୦୦ କୋଟି ଟଙ୍କାର ଏକ ଭାଇରାଲ ଅଡିଓ କ୍ଲିପ୍କୁ ନେଇ ପ୍ରଚଣ୍ଡ ହଟଚମଟ ସୃଷ୍ଟି ହୋଇଛି। ମରାଠା ସଂରକ୍ଷଣ ଆନ୍ଦୋଳନର ପ୍ରମୁଖ…