ଆଜିର ଖବର ପଶ୍ଚିମବଙ୍ଗରେ ଆଜିଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ଶୁଣାଣି ଆରମ୍ଭ ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜିଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ଅଡିଟ୍ ପର୍ଯ୍ୟାୟ ଆରମ୍ଭ ହେଉଛି। ଆଜି ସକାଳ ୧୦:୦୦ ଟାରେ ରାଜ୍ୟର ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀର ୩,୨୩୪ ଟେବୁଲରେ…