ଅଣ୍ଟାରେ ବାଜିଲା ଗୁଳି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସାହାରନପୁର ଦେଓବନ୍ଦରେ ଆଜାଦ ସମାଜ ପାର୍ଟି (ଭୀମ ସେନା) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଅଜଣାବ୍ୟକ୍ତିଙ୍କ ଦ୍ଵାରା ତାଙ୍କୁ ଗୁଳି କରାଯାଇଛି।…