ଅଣ୍ଡର-୧୯ ଏସିଆ କପ୍

ଦୁବାଇ: ଶାରଜାଠାରେ ଖେଳାଯାଉଥିବା ଅଣ୍ଡର-୧୯ ଏସିଆ କପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।…