ଆଜିର ଖବର ବାର୍ଡ ଫ୍ଲୁ ପାଇଁ ଅଧା ଖସିଗଲା ଚିକେନ ଓ ଅଣ୍ଡା ଦାମ, ମୁଣ୍ଡରେ ହାତ ଦେଲେ ବ୍ୟବସାୟୀ ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 4ଟି ରାଜ୍ୟର 12ଟି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସମୁହ କୁକୁଡା ହତ୍ୟା କରାଯାଉଛି।…