ଜାତୀୟ ଖବର ଶିକ୍ଷାଗତ ସଫଳତା ସର୍ବେକ୍ଷଣରୁ ନିଜକୁ ଦୂରେଇ ରଖିଲେ ଓଡ଼ିଶା ସମେତ ୫ଟି ରାଜ୍ୟ ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାୟନ ନିୟାମକ ପାରଖ ଦ୍ୱାରା ପ୍ରଥମ ଥର ପାଇଁ କରାଯାଇଥିବା ରାଜ୍ୟ ଶିକ୍ଷାଗତ ସଫଳତା ସର୍ବେକ୍ଷଣରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ…