ଅନ୍ତରାଷ୍ଟ୍ରୀୟ ଆମେରିକାରେ ଲଞ୍ଚ ହେଲା ୟୁପିର ଅତର: ଭାରତୀୟ ଦୂତାବାସ କହିଲେ, ଏହା ଗର୍ବର ବିଷୟ ନ୍ୟୁୟର୍କ: ଉତ୍ତରପ୍ରଦେଶରେ ନିର୍ମିତ ଅତର ନ୍ୟୁୟର୍କରେ ଲଞ୍ଚ କରାଯାଇଛି। ସୂଚନାନୁସାରେ, ଏହି ଅତର କନ୍ନୌଜ ଜିଲ୍ଲାରେ ତିଆରି ହୋଇଛି। ଯାହାକୁ ବର୍ତ୍ତମାନ ଆମେରିକାର ଲୋକମାନେ ବ୍ୟବହାର କରିପାରିବେ।…