ଆଞ୍ଚଳିକ ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବାଣପୁର ବିଇଓ ସନାତନ ଜାଲୀ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଇଓ ସନାତନ ଜାଲି ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟାଭାର ଗ୍ରହଣ କରିବା ପରେ…