ଅପରାଧ ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ, ଅତିରିକ୍ତ ସେନା ପଠାଇଲେ ସରକାର ନୂଆଦିଲ୍ଲୀ: ମଣିପୁରରେ ହିଂସା ହେତୁ ଏପର୍ଯ୍ୟନ୍ତ ୫୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଟି ମୃତଦେହ ଚୁରାଚନ୍ଦପୁର ଜିଲ୍ଲା ଡାକ୍ତରଖାନାର ରଖାଯାଇଥିବାବେଳେ ୧୫…