ଆଜିର ଖବର ଉତ୍ତାପ ଜନିତ ବିପଦର ମୁକାବିଲା କରିବା ନିମନ୍ତେ ସୀମାପାର ସହଯୋଗ ପାଇଁ ଆହ୍ୱାନ ଦେଲେ ପି କେ ମିଶ୍ର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ…