ଆଜିର ଖବର ଗଞ୍ଜାମ ଜିଲ୍ଲାପାଳଙ୍କ ଅତ୍ୟାଧୁନିକ ଖେଳ ପଡିଆ ପରିଦର୍ଶନ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୌର ନିଗମ ୨୪ ନଂ ୱ।ର୍ଡ୍ ରେ ଅବସ୍ଥିତ ଅତ୍ୟାଧୁନିକ ଖେଳ ପଡିଆ ( ସ୍ପୋର୍ଟସ ଏରିନା)କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି…