ଆଜିର ଖବର ଆୟୁଷ୍ମାନ ଭବ ଅଭିଯାନରେ ଗତ ତିନିଦିନ ମଧ୍ୟରେ ୨.୬ଲକ୍ଷ ରୋଗୀ ପଞ୍ଜୀକୃତ ନୂଆଦିଲ୍ଳୀ: ସେବା ପକ୍ଷର ଅଂଶବିଶେଷଭାବେ ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣତା ନିମନ୍ତେ ଦେଶବ୍ୟାପୀ ଅଭିଯାନ ୧୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି।…