ବିଶେଷ ଖବର ଘୋଷଣା ହେଲା ଅଦିନିଆ ବର୍ଷା କ୍ଷୟକ୍ଷତି ସହାୟତା, ୨୯୧ କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡି ପାଇବେ ଚାଷୀ ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ସହାୟତା ରାଶି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଦିନିଆ ବର୍ଷାକୁ ରାଜ୍ୟ ସରକାର…