ବିଶେଷ ଖବର ଚଳିତ ବର୍ଷର ଓଡ଼ିଆ ପଦ୍ମ ବିଜେତାଙ୍କ ଉଲ୍ଲେଖନୀୟ ଅବଦାନ ଏବଂ କୃତିତ୍ୱ ଭୁବନେଶ୍ବର: ଚଳିତ ବର୍ଷ ୪ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ପ୍ରଖ୍ୟାତ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ, ଜଣାଶୁଣା ସ୍ନାୟୁଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ…