ଆଜିର ଖବର ଅଧିକାରୀଙ୍କୁ ସମନ ପାଇଁ ଗାଇଡଲାଇନ ଜାରି କଲେ କୋର୍ଟ: ପୋଷାକ ଉପରେ ମନ୍ତବ୍ୟ ନ ଦେବାକୁ କରାଇଲେ ସତର୍କ ନୂଆଦିଲ୍ଲୀ: ସରକାରୀ ଅଧିକାରୀମାନଙ୍କୁ ଅଦାଲତରେ ହାଜର ହେବା ପାଇଁ କିପରି ସମନ କରାଯିବ ସେ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଧାର୍ଯ୍ୟ…