ଆଜିର ଖବର କରୋନାର ଦ୍ଵିତୀୟ ଲହରରେ କମ ବୟସ୍କ ରୁହନ୍ତୁ ସତର୍କ: ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ସରକାର ଭୁବନେଶ୍ବର: ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।ବିଶେଷକରି ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ କମ ବୟସ୍କମାନେ ଅଧିକ ସଂକ୍ରମିତ ହେଉଛନ୍ତି।…