ଆଜିର ଖବର ଭାରତର ପରାଜୟ ପରେ ଚତୁର୍ଥ ଟେଷ୍ଟ ପାଇଁ ଅଧିନାୟକଙ୍କୁ ପରାମର୍ଶ: ପ୍ରତ୍ୟାଖାନ କଲେ ବିରାଟ କୋହଲି ନୂଆଦିଲ୍ଲୀ: ଲିଡ୍ସର ହେଡିଙ୍ଗଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୭୬ ରନରେ ପରାଜିତ ହୋଇଛି। ଲିଡ୍ସ ଟେଷ୍ଟରେ ଭାରତର…