ଆଜିର ଖବର ଜୀ-ସାର୍ଥକରେ ଆସୁଛି ଏକ ନିଆରା ପ୍ରେମ କାହାଣୀ: ଅକ୍ଟୋବର ୪ରେ ‘ଅଧୁରା ପ୍ରେମ କାହାଣୀ’ର ମହାପ୍ରିମିୟର ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ-ସାର୍ଥକ’ ପରଦାକୁ ଆସୁଛି ଏକ ନୂଆ ତଥା ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ‘ଅଧୁରା ପ୍ରେମ କାହାଣୀ’। ଆସନ୍ତା ଅକ୍ଟୋବର ୪ ତାରିଖ…