Categories
ଆଜିର ଖବର ଧର୍ମ

ଆଜି ହେଉଛି ପବିତ୍ର ଅନନ୍ତ ବ୍ରତ, ଏହି ଦିନ ସମସ୍ତେ ଏହି କାର୍ଯ୍ୟ କରିବା ଉଚିତ, ମଙ୍ଗଳ ହେବ

ଭୁବନେଶ୍ବର: ଅନନ୍ତ ଚତୁଃର୍ଦ୍ଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ ଆଜି ଅନୁଷ୍ଠିତ ହେଉଛି। ଆସନ୍ତୁ ଜାଣିବା ଏହି ଦିନ କେଉଁ 5 ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ।

ଗଣେଶ ମୂର୍ତ୍ତି ବିଷର୍ଜନ: ଗଣେଶ ପୂଜା ଭଦ୍ରବମାସ ଶୁକ୍ଲ ଚତୁର୍ଥୀ ତିଥିରୁ ଆରମ୍ଭ ହୁଏ ଏବଂ ମୂର୍ତ୍ତି ଅନନ୍ତ ଚତୁଃର୍ଦ୍ଦଶୀରେ ବିଷର୍ଜନ କରାଯାଇଥାଏ। ଯଦିଓ ମହାରାଷ୍ଟ୍ରରେ ତିନି ଦିନ ପରେ ବିଷର୍ଜନ ହୁଏ, କିନ୍ତୁ ଅନେକ ରାଜ୍ୟରେ ଅନନ୍ତ ଚତୁଃର୍ଦଶୀ ଦିନରେ ବିଷର୍ଜନ କରାଯାଇଥାଏ।

ବିଷ୍ଣୁଙ୍କ ଉପାସନା: ଅନନ୍ତ ଚତୁଃର୍ଦ୍ଦଶୀରେ ଭଗବାନ ଅନନ୍ତ ବା ବିଷ୍ଣୁଙ୍କୁ ପୂଜା କରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କ ଭକ୍ତ ଶେଷନାଗଙ୍କ ନାମ ଅନନ୍ତ ଅଟେ। ଅଗ୍ନି ପୁରାଣରେ ଅନନ୍ତ ଚତୁଃର୍ଦଶୀ ଉପବାସର ମହତ୍ତ୍ବ ବର୍ଣ୍ଣନା କରାଯାଇଛି।

ଉପବାସ ପାଳନ: ପାଣ୍ଡବମାନେ ପଶା ଖେଳରେ ନିଜର ରାଜପ୍ରାସାଦ ହରାଇବା ପରେ ପୁନର୍ବାର ରାଜପ୍ରାସାଦ ଫେରିପାଇବା ପାଇଁ ଶ୍ରୀକୃଷ୍ଣଙ୍କ ଉପଦେଶ ମାଗିଥିଲେ। ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଅନନ୍ତ ଚତୁଃର୍ଦଶୀ ଉପବାସ ବିଷୟରେ କହିଥିଲେ। ଭଗବାନ କୃଷ୍ଣ କହିଥିଲେ ଯେ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ଅନନ୍ତ ନିଦ୍ରାରେ ରୁହନ୍ତି। ଅନନ୍ତ ଭଗବାନ ହିଁ ବାମନ ଅବତାରରେ ତିନୋଟି ଗୋଡରେ ତିନି ଜଗତକୁ ମାପ କରିଥିଲେ । ସେମାନେ ଆରମ୍ଭ କିମ୍ବା ଶେଷ ଜାଣନ୍ତି ନାହିଁ, ସେଥିପାଇଁ ତାଙ୍କୁ ଅନନ୍ତ କୁହାଯାଏ, ତେଣୁ ତୁମ ସପରିବାର ଏହି ଅନନ୍ତ ଚତୁଃର୍ଦଶୀ ବ୍ରତ ପାଳନ କଲେ ସମସ୍ତ ଅସୁବିଧା ଦୂରହେବ।

ଅନନ୍ତ ବ୍ରତ : ଏହି ଦିନ, ଅନନ୍ତ ବ୍ରତ ବାନ୍ଧିବାର ଏକ ବିଶେଷ ମହତ୍ବ ଅଛି। ଏହି ଦିନ ଉପବାସରେ ରହି ଭଗବାନ ବିଷ୍ଣୁଙ୍କର ଅନନ୍ତ ରୂପକୁ ପୂଜା କରାଯାଇଥାଏ। ପୂଜା ପରେ ବାହୁରେ ଏକ ଅନନ୍ତ ସୂତା ବନ୍ଧା ଯାଇଥାଏ। ଯାହାକୁ ବ୍ରତ ବୋଲି କୁହାଯାଏ। ଅର୍ଥାତ କଞ୍ଚା ସୂତାରେ ନିର୍ମିତ 14 ଗଣ୍ଠିର ଏକ ସୂତା ବାନ୍ଧି ଭଗବାନ ବିଷ୍ଣୁଙ୍କ ଅନନ୍ତ ଅନୁଗ୍ରହ ପ୍ରାପ୍ତ ହୁଏ। ଏହି ସୂତ୍ର ବାନ୍ଧିବାର ପଦ୍ଧତି ଏବଂ ନିୟମ ପୁରାଣରେ ଉଲ୍ଲେଖ କରାଯାଇଛି।

ବିଷ୍ଣୁ ସହସ୍ରନାମ ପାଠ: ବିଶ୍ବାସ କରାଯାଏ ଯେ ଏହି ଦିନ ଉପବାସ କରିବା ସହିତ ଯଦି ଜଣେ ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତି, ତେବେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଧନ, ସମୃଦ୍ଧତା ଏବଂ ପିଲାମାନଙ୍କର ଇଚ୍ଛା ପୁରଣ ପାଇଁ ଏହି ଉପବାସ ପାଳନ କରାଯାଏ।

Categories
ଆଜିର ଖବର ଧର୍ମ

ଆଜି ହେଉଛି ଅନନ୍ତ ଚତୁଃର୍ଦ୍ଦଶୀ, ଏହି ଦିନ ମହିଳାମାନେ ଧାରଣ କରନ୍ତି ବ୍ରତ, ଜାଣନ୍ତୁ ଆଉ କଣ ହୁଏ

ଆସନ୍ତାକାଲି ଅନନ୍ତ ବ୍ରତ: ଭକ୍ତଙ୍କୁ ବାରଣ କରାଗଲା ଅନନ୍ତ ବାସୁଦେବ ମନ୍ଦିର

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଅନନ୍ତ ବ୍ରତ। ଏହା ଅନନ୍ତ ଚତୁଃର୍ଦଶୀ ଭାବେ ମଧ୍ୟ ପରିଚିତ। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ଏହି ବ୍ରତ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ 19 ସେପ୍ଟେମ୍ବର 2021 ରବିବାରରେ ହେବ।

ବିଶ୍ବାସ ରହିଛି ଏହିଦିନ ମହିଳାମାନେ ଅନନ୍ତ ବାସୁଦେବ ମନ୍ଦିରରେ ବ୍ରତଧାରଣ କଲେ ପରିବାରର ମଙ୍ଗଳ ହୁଏ। ସେଥିପାଇଁ ପ୍ରତିବର୍ଷ ଏହି ଏହିତିଥୀରେ ଭୁବନେଶ୍ବରସ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଅନନ୍ତବାସୁଦେବ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ।

ତେବେ କରୋନା କଟକଣା ପାଇଁ ଗତ ବର୍ଷ ଏହି ମନ୍ଦିରକୁ ପ୍ରବେଶ ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ଏଥିର ମଧ୍ୟ ମନ୍ଦିର ଭିତରକୁ ବ୍ରତଧାରୀଙ୍କୁ ପ୍ରବେଶ ବାରଣ କରାଯାଇଛି। କେବଳ ବିଧି ଅନୁଯାୟ ସେଠାରେ ଯଥାରିତି ପୂଜା କରାଯିବ।

ତେବେ ଭକ୍ତମାନେ ବାହାରେ ରହି ସେମାନେ ସେଠାରେ ଥିବା ବ୍ରାହ୍ମଣଙ୍କୁ ବ୍ରତ ପୂଜା ପାଇଁ ଦେଇପାରିବେ। ସେଥିପାଇଁ ମନ୍ଦିର ତରଫରୁ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ତେବେ ପ୍ରସାଦ ସେବନ ପାଇଁ ମଧ୍ୟ ବାରଣ କରାଯାଇଛି। କେବଳ ଯେଉଁମାନଙ୍କର ବରାଦି ଭୋଗ ଥିବ ସେମାନଙ୍କୁ କେବଳ ପ୍ରସାଦ ପ୍ରଦାନ କରାଯିବ।

Categories
ଆଜିର ଖବର ଧର୍ମ

ଆଉ କିଛିଦିନ ପରେ ଅନନ୍ତ ଚତୁଃର୍ଦଶୀ, ଏହି ଦିନ ପାଞ୍ଚୋଟି କାମ କଲେ ମିଳେ ଭଗବାନ ବିଷ୍ଣୁଙ୍କ ଆର୍ଶିବାଦ

ଭୁବନେଶ୍ବର: ଅନନ୍ତ ଚତୁଃର୍ଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ ଆସନ୍ତା 19 ସେପ୍ଟେମ୍ବର 2021 ରେ ହେବ। ଆସନ୍ତୁ ଜାଣିବା ଏହି ଦିନ କେଉଁ 5 ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ।

ଗଣେଶ ମୂର୍ତ୍ତି ବିଷର୍ଜନ: ଗଣେଶ ପୂଜା ଭଦ୍ରବମାସ ଶୁକ୍ଲ ଚତୁର୍ଥୀ ତିଥିରୁ ଆରମ୍ଭ ହୁଏ ଏବଂ ମୂର୍ତ୍ତି ଅନନ୍ତ ଚତୁଃର୍ଦଶୀରେ ବିଷର୍ଜନ କରାଯାଇଥାଏ। ଯଦିଓ ମହାରାଷ୍ଟ୍ରରେ ତିନି ଦିନ ପରେ ବିଷର୍ଜନ ହୁଏ, କିନ୍ତୁ ଅନେକ ରାଜ୍ୟରେ ଅନନ୍ତ ଚତୁଃର୍ଦଶୀ ଦିନରେ ବିଷର୍ଜନ କରାଯାଇଥାଏ।

ବିଷ୍ଣୁଙ୍କ ଉପାସନା: ଅନନ୍ତ ଚତୁଃର୍ଦଶୀରେ ଭଗବାନ ଅନନ୍ତ ବା ବିଷ୍ଣୁଙ୍କୁ ପୂଜା କରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କ ଭକ୍ତ ଶେଷନାଗଙ୍କ ନାମ ଅନନ୍ତ ଅଟେ। ଅଗ୍ନି ପୁରାଣରେ ଅନନ୍ତ ଚତୁଃର୍ଦଶୀ ଉପବାସର ମହତ୍ତ୍ବ ବର୍ଣ୍ଣନା କରାଯାଇଛି।