ଅନାସ୍ଥା ପ୍ରସ୍ତାବ ଗୃହୀତ

ସୀତାରାମ ଅଗ୍ରୱାଲ ବାଣପୁର: ଦୀର୍ଘ ମାସ ଧରି ଚାଲିଥିବା ନାଟକର ପରିଶେଷରେ ଯବନିକା ପଡିଛି। ପଦ ହରାଇଛନ୍ତି ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚ। ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ…