ଆଜିର ଖବର ଅନୁଗୋଳରେ ଇଏସଆଇ ମେଡିକାଲ ଓ ଝାରସୁଗୁଡାରେ ଇଏସଆଇସି କାର୍ଯ୍ୟାଳୟ ଲୋକାର୍ପିତ ଅନୁଗୋଳ/ଝାରସୁଗୁଡ଼ା: ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା (ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦି ସରକାର ଶ୍ରମିକ…