ଆଜିର ଖବର ଅନୁଦାନରୁ ବଞ୍ଚିତ ବିଦ୍ୟାଳୟରେ ଏ-୧ ଓ ଏ-୨ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ଗର୍ବର ବିଷୟ: ଓଷ୍ଟା ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟବିବେଚିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧, ଏ-୨ ଭଳି…