ଆଜିର ଖବର ୩୦ କୋଟି ମୂଲ୍ୟର ସମ୍ପତ୍ତି, ୮୯ ଟି ଅପରାଧିକ ମାମଲା: ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ ରେଭନ୍ତ ରେଡ୍ଡୀ ଭୁବନେଶ୍ଵର: କଂଗ୍ରେସ ନେତା ଅନୁମୁଲ ରେଭନ୍ତ ରେଡ୍ଡୀ ଆଜି ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେଲେଙ୍ଗାନାର ୧୧୯ ଟି ସିଟ୍ ମଧ୍ୟରୁ…