ବିଶେଷ ଖବର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କୁ ଟପିଲେ ଯୋଗୀ ଆଦିତ୍ୟନାଥ, ପଢନ୍ତୁ କେଉଁ ମୁଖ୍ୟମନ୍ତ୍ରୀ ଏକ ନମ୍ବର ନୂଆଦିଲ୍ଲୀ: ଟ୍ୱିଟରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ଏବେ ଦେଖାଉଛି। ଆଜି ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ପଛରେ…