ବିଶେଷ ଖବର ଜଙ୍ଗଲ ଅଧିକାର ଆଇନ୍ ସେଲ୍ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଦେବାକୁ ନିଷ୍ପତି ଭୁବନେଶ୍ୱର, ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍.ଆର୍.ଏ ସେଲ୍…