ଆଜିର ଖବର ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ରପ୍ତାନି ସମ୍ଭାବନା ଥିବା ସମସ୍ତ ଆଦିବାସୀ ଉତ୍ପାଦକୁ ବାଣିଜ୍ୟ ବିଭାଗ ଦ୍ୱାରା ବିଭିନ୍ନ…