ଆଜିର ଖବର ମାତ୍ର ଦଶ ହଜାର ଟଙ୍କାରେ ଯିବେ ଦୁବାଇ, ଆଜିଠୁ ଆରମ୍ଭ ହେଲା ଭୁବନେଶ୍ବର ଦୁବାଇ ବିମାନ ସେବା ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ…