ଅନ୍ତରାଷ୍ଟ୍ରୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଅବସର ଘୋଷଣା: ୨୦୨୨ ହେବ ଅନ୍ତିମ ଋତୁ ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ତାଙ୍କର ଶେଷ ଋତୁ ହେବ ଏବଂ ଏହା ପରେ ସେ ଅବସର ନେବେ।…