ଅନ୍ତିମ ଲିଗ ମ୍ୟାଚ

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ  ଲଢେଇ ହେବ। କର ବା ମର ପରିସ୍ଥିତିରେ ହାଇଦ୍ରାବାଦ।…