ଆଞ୍ଚଳିକ ସ୍ବର୍ଣ୍ଣ ଅଳଙ୍କାର ଚୋରି, ଘରର ମହିଳା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ରହୁଥିବା ଏମ୍ ମୀନା କୁମାରୀ ନାମରେ ଜନୈକା ମହିଳାଙ୍କ ଏକ ମଙ୍ଗଳସୁତ୍ର ସ୍ବର୍ଣ୍ଣ…