ଜାତୀୟ ଖବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟରରୁ ଧର୍ମେନ୍ଦ୍ର ଆଉଟ ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ଓଡିଶା ରାଜନୀତିରେ ସେତିକି ରୋଚକ କଥା ଦେଖିବାକୁ ମିଳିଛି। ସେହିପରି ଏକ ଘଟଣା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ପରିଲକ୍ଷିତ…