ଆଜିର ଖବର ନିରାକରପୁରରେ ଅଘଟଣ: ପୋଖରୀରେ ବୁଡି ଜଣେ ମୃତ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକରପୁରରେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନିରାକରପୁର ଥାନା ଡ଼ିଆ…