ଅନ୍ତରାଷ୍ଟ୍ରୀୟ କାବୁଲ ବିମାନବନ୍ଦର ନିକଟରୁ ୧୫୦ ଜଣଙ୍କୁ ଅପହରଣ କଲା ତାଲିବାନ!: ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଉଗ୍ରରୂପ ଜାରି ରହିଛି। ତାଲିବାନ କାବୁଲ ବିମାନବନ୍ଦରରୁ ୧୫୦ ଜଣଙ୍କୁଅପହରଣ କରିନେଇଛି। ଅପହୃତଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବୋଲି ସୂଚନା ମିଳୁଛି। ସୂଚନାନୁସାରେ,…