ବିଶେଷ ଖବର ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ବ୍ୟଭିଚାର ଅପରାଧ ନୁହେଁ: ନୂଆ ଭାରତୀୟ ନ୍ୟାୟ କୋଡ୍ ଆଣିଲେ ସରକାର ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ସପ୍ତମ ଦିନ (ଡିସେମ୍ବର ୧୨)ରେ ଗୃହମନ୍ତ୍ରୀ ଅମିତ ଶାହା ମୌସୁମୀ ଅଧିବେଶନରେ ଆଗତ ତିନିଟି ଅପରାଧିକ ବିଲ୍ ପ୍ରତ୍ୟାହାର କରି ନେଇଛନ୍ତି।…