ଆଜିର ଖବର ଆଜି ପ୍ରକାଶ ପାଇବ ଅଫଲାଇନ ମାଟ୍ରିକ ଫଳ: ୧୫ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା ଭୁବନେଶ୍ବର: ଆଜି ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କର ପରୀକ୍ଷା ଫଳ…