ଆଜିର ଖବର ଇଡି ଆଗରେ ଆଜି ହାଜର ହେବେ ନାହିଁ କେଜ୍ରିୱାଲ: କହିଲେ, ନୋଟିସ ପ୍ରତ୍ୟାହାର କରୁ ଏଜେନ୍ସି ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତିରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛି। ଇଡିଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ…