ଆଜିର ଖବର ଅର୍ଥନୀତିଜ୍ଞ ଅଭିଜିତ୍ ସେନ୍ ଆଉ ନାହାନ୍ତି: ୭୨ ବର୍ଷ ବୟସରେ ହେଲା ପରଲୋକ ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେନ୍ ଙ୍କ ଭାଇ ଡ. ପ୍ରଣବ…