ବିଶେଷ ଖବର ବଦଳିବ କି ଭୋଗରାଇ ନିର୍ବାଚନ ମଣ୍ଡଳୀର ଚିତ୍ର ? ପୁଅଙ୍କ ସହିତ ପାଣ୍ଡିଆନଙ୍କୁ ଭେଟିଲେ ଅନନ୍ତ ଦାସ ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ…