ଜାତୀୟ ଖବର ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି ନୂଆଦିଲ୍ଲୀ: ସମ୍ବିଧାନ ଓ ସଂସଦର କାର୍ଯ୍ୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ନିୟମ ଓ ସ୍ଥାୟୀ ଆଦେଶ ଅଧୀନରେ ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ସୁନିଶ୍ଚିତ କରାଯାଇଛି ବୋଲି ଲୋକସଭା…