ରାଜ୍ୟ ଖବର ଭୁବନେଶ୍ବରରେ ଯୁବ କଂଗ୍ରେସ ସମାବେଶକୁ ନେଇ କଣ କହିଲା ବିଜେପି ଯୁବ ମୋର୍ଚ୍ଚା ଭୁବନେଶ୍ୱର: ଆଜି ରାଜଧାନୀରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ କରାଯାଇଥିଲା ବିଶାଳ ସମାବେଶ। ଏହି ସମାବେଶକୁ ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ତୀବ୍ର ସମାଲୋଚନା କରାଯାଇଛି।…